ମଳିନ ପାର୍ବଣ
ମଳିନ ପାର୍ବଣ ଡ଼ା. ସରୋଜ କୁମାର ମିଶ୍ର ଶେ ଷରେ ଝିଅଟି ଇସ୍ତଫା ଦେଇଦେଲା । ଥରଥର ହତରେ ଭୟାତୁରା ଆଖିରେ ମୋ ସାମ୍ନାରେ ଠିଆହୋଇ କାଗଜ ଖ ଣ୍ତିକ ବଢାଇ ଦେଇ କହିଲା – ସାର୍ ! ମୁଁ ଗଁ । କୁ ଚାଲିଯିବି | ସରକାରୀ ଚାକିରୀ କଲି ତଥାପି ଏ ଯାଏଁ ସାତମାସ ହେଲା ଦରମା ମିଲିଲାନି । ମୁଁ ଚଳିବି କେମିତି ? ଆପଣ ତ ଆଜି ହେବ , କାଲି ...
Comments
Post a Comment